415ଛୁଇଁଲା ଆକ୍ରାନ୍ତ ସଂଖ୍ୟା….

ନୂଆଦିଲ୍ଲୀ:ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଆଜି ଏହା ବୃଦ୍ଧି ପାଇ ୪୧୫କୁ ପହଁଚିଛି । ଏ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୭ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।ଅନ୍ୟପଟେ କରୋନା ସତର୍କତା ନେଇ ଦେଶର କେତକ ରାଜ୍ୟରେ ଲକ୍ ଡ଼ାଉନ ମଧ୍ୟ କରାଯାଇଛି । ଏହାସହ ଲୋକଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯାଉଛି । ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles