ମନକଥା କହିଲେ ପ୍ରଦୀପ :ବିଜେପୁର ପ୍ରାର୍ଥୀ ହେବାକୁ ଇଛୁକ

- Advertisement -

ଭୁବନେଶ୍ୱର : ପାଖେଇ ଆସିଲାଣି ବିଜେପୁର ନିର୍ବାଚନ l ରାଜ୍ୟର 3 ପ୍ରମୁଖ ଦଳ ଏବେଠାରୁ ଅଣ୍ଟା ଭିଡ଼ିଲେଣି l ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ଉପନିର୍ବାଚନ ହେବ l ଆସନ୍ତା ସେପ୍ଟେମ୍ବର ମାସରେ ବିଜେପୁର ନିର୍ବାଚନ ହେବାର ସମ୍ଭାବନା ଅଛି l କୌଣସି ଦଳ ଏଯାଏଁ କିଏ ହେବ ଦଳୀୟ ପ୍ରାର୍ଥୀ ତାହା ସ୍ଥିର କରିନାହାନ୍ତି l ହେଲେ ଯେଉଁମାନେ ଆଗ୍ରହୀ ସେମାନେ ବିଜେପୁର ଲାଗି ତତପର ହେଲେଣି l ବିଜେପିର ବିଜେପୁର ପ୍ରାର୍ଥୀ ହେବାକୁ ପୂର୍ଵତନ ବିଧାୟକ ପ୍ରଦୀପ ପୁରୋହିତ ଇଛା ପ୍ରକାଶ କରିଛନ୍ତି l ସେ ଆଜି ତାଙ୍କ ମନକଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ପ୍ରଦୀପ କହିଛନ୍ତି ଯେ ପାଇକମାଳ ମୋ ନିଜ ଘର l ତେଣୁ ମତେ ବିଜେପୁର ପ୍ରାର୍ଥୀ କରାଗଲେ ମୁଁ ନିଶ୍ଚିତ ଜିତିବି l
ବିଜେପି ଅଶୋକ ପାଣିଗ୍ରାହୀ ଓ ସନତ ଙ୍କୁ ପୃର୍ଵରୁ ଦଳୀୟ ପ୍ରାର୍ଥୀ କରିଛି l ତେବେ ଦଳ ଏଥର କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାର କଥା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles