{} ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ।
() ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି।









ପ୍ରଥମେ ଭବ ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଡାକି ରଙ୍ଗଲତା ପରିବାରକୁ କିପରି ଯୁଦ୍ଧ କାଳୀନ ଭିତ୍ତିରେ ସରକାରୀ ସୁବିଧା ମିଳିବ ସେନେଇ ଆଲୋଚନା କରି ନିର୍ଦ୍ଦେଶ ଦେଲେ l ପରେ ସେହିଦିନ ରାତିରେ ରଙ୍ଗଲତା ଘରେ କାହାକୁ କିଛି ନକହି ପହଞ୍ଚିଲେ, ଆଉ ତାକୁ ସରକାର ଦେଉଥିବା ସୁବିଧା ସେ ପାଇଲେ କି ନାହିଁ ପଚାରି ବୁଝିବା ସହ ଆଉ କଣ ଆବଶ୍ୟକ ବୋଲି ପଚାରି ବୁଝିଥିଲେ l ଭବ ଓ ରଙ୍ଗଲତା କଥା ବାର୍ତ୍ତା ରୁ ଗୋଟେ କଥା ଉପସ୍ଥିତ ଥିବା ଲୋକେ କହୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ମୋ ପରିବାର କେବଳ ନାରା ନୁହେଁ, ବରଂ ବିଶ୍ୱାସ ଓ ଭରଷାର ମାଇଲଖୁଣ୍ଟ ପରି ଛିଡ଼ା ହୋଇଛି ତାହା ପ୍ରମାଣିତ କରୁଥିଲା l


ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ରହିଥିଲେ।ପୂର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ ସାମ୍ବାଦିକଙ୍କ ସମସ୍ୟା ନେଇ ଓୟୁଜେର ୮ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ l ରାଜ୍ୟ ସରକାର ସାମ୍ବାଦିକଙ୍କ ସମସ୍ୟା ପ୍ରତି ସକାରାତ୍ମକ ମନଭାବ ଭାବରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡ଼ିଶା ସାମ୍ବାଦିକ ୟୁନିୟନ ସଭାପତି ପ୍ରସନ୍ନ ମହାନ୍ତି l




