ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗ ଖୋଲିଲା କଣ୍ଟ୍ରୋଲ ରୁମ l 24*7 ଖୋଲା ରହିବ କଣ୍ଟ୍ରୋଲ ରୁମ l  ଦାୟିତ୍ୱରେ ରହିବେ ଆଇଜି (ଅପରେସନ) ଅମିତାଭ ଠାକୁର l ଦେଶର ବିଭିନ୍ନ ସ୍ଥାନରେ ଲକଡାଉନରେ ଫସିଥିବା ଓଡ଼ିଆ ନିଜ ସମସ୍ୟା ବାବଦରେ ଅଭିଯୋଗ କରିପାରିବେ ! କଣ୍ଟ୍ରୋଲ ରୁମ ନଂ -9438915986/0674-2392115 l