ଭାରତରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା…

- Advertisement -

ଭୁବନେଶ୍ୱର : ପୁରା ଭାରତ ବନ୍ଦ l 21ଦିନ ପାଇଁ ବନ୍ଦ ରହିବ l ହେଲେ ତା ପରେ ବି ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଡେଇଁଥିବାଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। 2ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ଆଜି ଶ୍ରୀନଗରର ହାଇଦରପଡ଼ାରେ  ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଆଜି ୪ର୍ଥ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ବ୍ୟାପକ ସଚେତନ ରହିବା ସହ ଲକଡାଉନ କୁ କଡ଼ାକରି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles