ରଥଯାତ୍ରା ନେଇ ଗଜପତି ମହାରାଜ କି ବାର୍ତ୍ତା ଦେଲେ….

- Advertisement -

ଭୁବନେଶ୍ୱର :ଦୁଇ ଦିନ ପରେ ଅକ୍ଷୟ ତୃତୀୟ‍ା , କିନ୍ତୁ ମେ ୩ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ , କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପରିଚାଳନା କମିଟି ବାଧ୍ୟ ବୋଲି
ଗଜପତି ମହାରାଜ କହିଛନ୍ତି l ସେହିପରି ଜନସାଧାରଣଙ୍କ ସ୍ବାସ୍ଥ୍ୟ , ଜୀବନ ଓ ଦେବନୀତି ଉଭୟକୁ ଗୁରୁତ୍ବ ଦେବାକୁ ପଡିବ ଗଜପତି ମହାରାଜ କହିଛନ୍ତି l ଆଜି ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରାଯିବ l ଵିଧି କିପରି ରକ୍ଷା କରାଯିବ ସେ ନେଇ ଆଲୋଚନା ହେବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles