ରେକର୍ଡ ସଂଖ୍ୟକ ଟେଷ୍ଟ

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଖାସ ସେଥିପାଇଁ ସାର ଟେଷ୍ଟିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି l ଟେଷ୍ଟରେ ରେକର୍ଡ l ଗୋଟିଏ ଦିନରେ 2474 ନମୁନା ପରୀକ୍ଷା ଅର୍ଥାତ ଗତକାଲି ରେକର୍ଡ ସଂଖ୍ୟକ ଟେଷ୍ଟ ହୋଇଛି l ପୂର୍ବରୁ 2209ଟି ନମୂନା ପରୀକ୍ଷା ହୋଇଥିଲା l ବର୍ତ୍ତମାନ ସୁଦ୍ଧା 18.458 ଟି ନମୂନା ପରୀକ୍ଷା ହୋଇଛି l ରାପିଡ ଆଣ୍ଟି ବଡି ଟେଷ୍ଟ 4975 l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles