3ରେ ବିଜେପୁର ଯିବେ ନିରଞ୍ଜନ….

- Advertisement -

ଭୁବନେଶ୍ୱର : ବିଜେପୁର ଯିବ କଂଗ୍ରେସ ଟିମ l ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ ଯିବ l 3ତାରିଖରେ କର୍ମୀ ସମ୍ମିଳନୀ ହେବ l ବିଜେପୁରରେ କଂଗ୍ରେସ କିପରି ତାର ଗଡ଼ ଜିତିବ ତାହା ଉପରେ ଆଲୋଚନା ହେବ l କଂଗ୍ରେସ ଏଥର ବିଜେପୁରରେ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି l ଅଢେଇବର୍ଷରେ ବିଜେପୁରବାସୀ 3ଟି ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି l ତେଣୁ 2ଥର 15 ହଜାରରୁ କମ ଭୋଟ ପାଇଥିବା କଂଗ୍ରେସ ଏଥର ଏକ ନମ୍ବର ହେବାକୁ ଚେଷ୍ଟା କରିବ ବୋଲି ପିସିସି ସଭାପତି କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles