ଭୁବନେଶ୍ୱର : ବିଜେପୁରରେ କଂଗ୍ରେସର ପରାଜୟ ପାଇଁ ମୁଁ ଆଉ ସୁର ଭାଇ ଦାୟୀ l ଏକଥା କହିଛନ୍ତି କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀ ପତି l କଂଗ୍ରେସ ବିଜେପୁରରେ ଅମାନତ ହରାଇଛି l ତାରାଙ୍କ ଯୁକ୍ତି ହେଉଛି କଂଗ୍ରେସର ଷ୍ଟାର ପ୍ରଚାରକ ମାନେ ପ୍ରଚାର କରିନଥିବାରୁ କଂଗ୍ରେସ ହାରିଛି l