ଜୀବନ ଯୁଦ୍ଧରେ ହାରିଗଲେ ବିଜୟ….

- Advertisement -

ଯାଜପୁର : ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତିଙ୍କ ପରଲୋକ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ଵତନ ଅଧକ୍ଷ ଭବ ପ୍ରସାଦ ଦାସ, ଯାଜପୁର ପୌର ପରିଷଦ ପୂର୍ଵତନ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସ୍ୱଗତ ବିଜୟ ମହାନ୍ତି ଅତ୍ୟନ୍ତ ମିଳାପି ବ୍ୟକ୍ତି ଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles