ଶିଶୁ ପାଇଁ କଣ୍ଢେଇ ର ହେଲା ଅସ୍ତ୍ରୋପଚାର

- Advertisement -

ପିଲାଙ୍କ ଜିଦ ପାଖରେ ସବୁ କିଛି ତୁଚ୍ଛ । ବାପା ମାଆ, ମାମୁଁ, ଠାରୁ ଆରମ୍ଭ କରି ଗୁୁରୁଜନ ସମସ୍ତେ ପିଲାଙ୍କ ଜିଦକୁ ମାନି ନିଅନ୍ତି । ଇଚ୍ଚା ନଥିଲେ ବି ପିଲାଙ୍କ ଜିଦ ପାଇଁ ବହୁତ କାମ କରିବାକୁ ପଡ଼େ । ଆଉ ଆଜି ଯୁଗରେ ତ ଜନ୍ମରୁ ପିଲାମାନେ ଏତେ ବୃଦ୍ଧିମାନ ଯେ ସେମାନଙ୍କୁ ଠକିବା ବଡ଼ ମୁସକିଲ । ତେବେ ରାଜଧାନୀ ଦିଲ୍ଲୀରୁ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଚର୍ଯ୍ୟ ହୋଇଯିବେ । ଗୋଟ ଛୋଟ ଶିଶୁର ଜିଦ ପାଇଁ ଡ଼ାକ୍ତର ବାଧ୍ୟହୋଇ ଗୋଟେ କଣ୍ଢେଇ ର ଅସ୍ତ୍ରୋପଚାର କରାଯାଇଛି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଥିଲ ଏପରି । ପରିବାର ଲୋକଙ୍କ ଅସାବଧାନତାରୁ ଅଘଟଣ ଘଟିଲା ! ଶିଶୁଟିର ଦୁଇ ଗୋଡ ଭାଙ୍ଗି ଯାଇଥିଲା ! ଶିଶୁର ବୟସ ଦେଢ଼ କି ଦୁଇ ବର୍ଷ ହେବ ! ଅସ୍ତ୍ରୋପଚାର ଲାଗି ପରିବାର ଲୋକ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କଲେ ! କିନ୍ତୁ ଶିଶୁର ଗୋଟିଏ ଜିଦି କି ପ୍ରଥମେ ତା ଗୁଡ଼ିଆ (କଣ୍ଢେଇ)ର ଅସ୍ତ୍ରୋପଚାର ହେବ ତାପରେ ତାର ! ଡାକ୍ତର ତା କଥା ମାନିଲେ ! ପ୍ରଥମେ କଣ୍ଢେଇର ପରେ ଶିଶୁର ପ୍ଳାଷ୍ଟର ହେଲା !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles