ବିଜେପିକୁ ଯିବା ପାଇଁ ତରତର ହେଲେଣୀ ରଣେନ୍ଦ୍ର: ବିଧାନସଭାରେ ଖୋଲି କହିଦେଲେ
ଆଠଗଡର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ମନ ଆଉ ବିଜେପିରେ ନାହିଁ।୨୦୨୪ ନିର୍ବାଚନରେ ଓଡ଼ିଶାରେ ଶାସକ ପରିବର୍ତ୍ତନ ହେଲା ପରେ ୮ ଥର ନିର୍ବାଚିତ ହୋଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବେ...
ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ: ବିଜେପି ବିଧାୟକ
ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ବିରୋଧରେ vigilance ତଦନ୍ତ ପାଇଁ ଗୃହରେ ଦାବି କଲେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକ। ମେଗା ପାନୀୟ ଜଳ project ଦୁର୍ନୀତି ରେ...
ବିଧାନସଭାରେ ଅନ୍ଵେଷା ଯୋଜନା ତାତି
ଅନ୍ୱେସା ଯୋଜନାରେ ଛାତ୍ର ଛାତ୍ରୀ ଙ୍କ ଆଡମିସନ ହୋଇନଥିବାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନେ ଶିକ୍ଷା ରୁ ବଞ୍ଚିତ ହେବା ସରକାର ଙ୍କ ସୁଚିନ୍ତିତ ଷଡଯନ୍ତ୍ର ଶୀର୍ଷକ ମୁଲତବୀ...
ଲୁଟୁଛି ଟାଟା ପାୱାର, ବିଧାନସଭା ହୁଲସ୍ତୁଲ
ଓଡ଼ିଶାର ବିଜୁଳି ଖାଉଟିଙ୍କ ଠାରୁ ଲୁଟ କରି ଚାଲିଛନ୍ତି ବିତରକ କମ୍ପାନୀମାନେ । OERC ସବୁ ଜାଣି ଚୁପ୍ ହୋଇ ବସିଛି। OERC ର ଉଦାସୀନତା ଯୋଗୁଁ ବିଜୁଳୀ ବିତରକ କମ୍ପାନୀ ମାନେ...
ଆଠଗଡ ଯେଉଁଠି ମୁଁ ସେଇଠି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଚର୍ଚ୍ଚାରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ) । ଯାହାକୁ ନେଇ ବିଜେପି ଓ ବିଜେଡି...
ଜୟ ନାରାୟଣଙ୍କୁ ଗଣେଶ୍ୱର ହୁଇସିଲ ଚ୍ୟାଲେଞ୍ଜ
ଜୟ ନାରାୟଣ ଗନେଶ୍ୱରଙ୍କ ହୁଇସିଲ ଚ୍ୟାଲେଞ୍ଜ
୨୦୨୪ ଜୁନ୍ ୪ ତାରିଖ ପରେ ଯେତେବେଳେ ଗଣମାଧ୍ୟମରେ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ବୟାନ ରଖନ୍ତି ସେତେବେଳେ ବିଜେଡିକୁ ନେଇ ଗୋଟିଏ କଥା...
ପ୍ରେସ ଗ୍ୟାଲେରୀରେ ଅରୁଣ
ଅରୁଣ ସାହୁ। ବିଜେଡିର ବରିଷ୍ଠ ବିଧାୟକ ସବୁବେଳେ ନିଜର ନିଆରା ଅମଦାଜ୍ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ଓଡ଼ିଶା ରାଜନୀତିରେ ଯେଉଁ କେତେ ଜଣ ବିଧାୟକ ସବୁବେଳେ ସାମ୍ବାଦିକଙ୍କ ସହ ସମୟ...
ବିଧାନସଭାରେ ବିରୋଧୀ ବି ମନ୍ତ୍ରୀ ପୃଥିବୀରାଜ କଲେ ତାରିଫ
ସାଧାରଣ ତ ଦେଖାଯାଏ ଯେ ପୂର୍ତ୍ତ ଓ ନିର୍ମାଣ ବିଭାଗ କାମକୁ ନେଇ ସବୁବେଳେ ଅଭିଯୋଗ ଥାଏ। ବିଧାୟକମାନେ ବିଧାନସଭା ସମୟରେ ଅଭିଯୋଗ ପରେ ଅଭିଯୋଗ କରନ୍ତି । ହେଲେ ଏଥର ଅଧିବେଶନରେ...
ମନ୍ତ୍ରୀ ଓ ଶାସକ ବିଧାୟକ କଥା କଟାକଟି
()ବାଲେଶ୍ଵର ରିଂ ରୋଡ ସ୍ଥିତି ନେଇ ପ୍ରଶ୍ନକାଳରେ କଥା କଟାକଟି ହୋଇଛନ୍ତି ନିର୍ମାଣ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଓ ବିଜେପି ବିଧାୟକ ମାନସ ଦତ୍ତ। ବିଭାଗର କାମ ଶୀତଳତା ଗତିରେ ଚାଲିଥିବା କଥା...
ଓଡ଼ିଶାର ଚିତ୍ର ଏବେ ଯୌନ ଉତପୀଡନା ଓ ନାରୀ ନିର୍ଯାତନା : ବିରୋଧୀ ଦଳ
ଓଡ଼ିଶାର ଚିତ୍ର ଏବେ ଯୌନ ଉତପୀଡନା ଓ ନାରୀ ନିର୍ଯାତନା ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଅଭିଯୋଗ କରିଛନ୍ତି । ମୂଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ରାଜ୍ୟ...












