ଚଳିବା ପାଇଁ ଲୋକଙ୍କୁ ସିଧାସଳଖ ଅର୍ଥ ଦିଆଯାଉ – ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର – ଆତ୍ମ ନିର୍ଭର ଭାରତ ପାଇଁ ସରକାର ପ୍ରତିଦିନ ପ୍ୟାକେଜ୍ ଘୋଷଣା କରୁଛନ୍ତି । ଏହା ଏକ ଋଣ ବିକ୍ରି ବିଜ୍ଞାପନ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଓଡିଶା ପ୍ରଦେଶ...
କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଶୁଣି ନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ
ଏକ ପ୍ରେସ...
ଅର୍ଥନୀତିକୁ ମଜବୁତ ପାଇଁ ଯୋଜନା ବୋର୍ଡ଼ର ବ୍ଲୁ ପ୍ରିଣ୍ଟ..
ଭୁବନେଶ୍ୱର :ଅର୍ଥନୀତିକୁ ମଜବୁତ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ 4 ଟି କ୍ଷେତ୍ରକୁ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। କୃଷି ଓ ଗ୍ରାମୀଣ ଅର୍ଥନୀତି, MSME, ଜନସ୍ବାସ୍ଥ୍ୟ, ଶିଳ୍ପ...
ବାଲିଆପଳ ବିଡିଓ ଙ୍କ ଦୁର୍ବ୍ୟବହାର-ରିପୋର୍ଟ ମାଗିଲେ ମନ୍ତ୍ରୀ
ଭୁବନେଶ୍ୱର : ବାଲିଆପଳ ବିଡିଓ ଙ୍କ ଦୁର୍ବ୍ୟବହାର ଘଟଣା ,ଜିଲ୍ଲାପାଳ ଙ୍କୁ ମଗାଯାଇଛି ରିପୋର୍ଟ ,ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ।ଏବିଷୟରେ ସରକାର ଅବଗତ ଅଛନ୍ତି ,ଏନେଇ ତଦନ୍ତ କରାଯାଉଛି ।ଏଭଳି ବ୍ୟବହାର...
ଲକ ଡାଉନ କଟକଣା : ନେତା ଆପଣାଇଛନ୍ତି ହାଇଟେକ ପଲିଟିକ୍ସ
ଭୁବନେଶ୍ୱର : ଅଢେଇ ମାସ ହେବ ଲକଡାଉନ । ଅଖ ବନ୍ଦ ଚକ ବନ୍ଦ । ଆଉ ତାରି ଭିତରେ ମହାମାରୀ କରୋନା କୁ ହରେଇବା ପାଇଁ ଚାଲିଛି ସଂଘର୍ଷ...
ଆତ୍ମ ନିର୍ଭରଶୀଳ ପ୍ୟାକେଜରେ କାହାକୁ ମିଳିଲା କେତେ ଅର୍ଥ ।ଆସନ୍ତୁ ଜାଣିବା.
ନୂଆଦିଲ୍ଲୀ :ଗତକାଲି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ...
ମୋଦିଙ୍କ ଭାଷଣ ପ୍ରଚାର ସର୍ବସ୍ବ-ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର- ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ...
ବିପଦ ଆମ ପାଇଁ ସୁଯୋଗ ଆଣିଛି- ମୋଦୀ
ନୂଆଦିଲ୍ଲୀ: ଚାରି ମାସ ହେଲାଣି ବିଶ୍ୱ କରୋନା କବଳରେ ଅଛି ।ଯାହାକି ତଥା ଦେଶ ପାଇଁ ଏବେ ବଡ଼ ବିପଦ। ହେଲେ ଏହି ବିପଦକୁ ଡରି ନଯାଇ ଏହାର ସାମ୍ନା...
ଜୀବନ -ଜୀବିକା ଭିତରେ ସମନ୍ୱୟ ରୋଡ଼ମ୍ୟାପ ପ୍ରସ୍ତୁତ କରୁ ଓଡିଶା : କଂଗ୍ରେସ
ଭୁବନେଶ୍ୱର : କରୋନା ମହାମାରୀ କୁ ମୁକାବିଲା କରିବା କ୍ଷେତ୍ରରେ ଜୀବନ ଆଉ ଜୀବିକା ଭିତରେ ସମନ୍ୱୟ ଆଣି ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା...
ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଘୋଷଣା କଲେ ମୋଦୀ
ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ପରିପେକ୍ଷ ସେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।...













