ଆସନ୍ତା କାଲି ଓଡ଼ିଶା ଆସିପାରନ୍ତି ମୋଦି….

- Advertisement -

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ଅଛି। ହେଲେ ସେ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ସେଥିପାଇଁ ବିମାନ ବନ୍ଦରର ସୁରକ୍ଷା ଯାଞ୍ଚ କରାଗଲାଣି। ସୁରକ୍ଷା ସ୍ଥିତି ଯାଞ୍ଚ କଲେ ବରିଷ୍ଠ ପୋଲିସ ଅଧିକାରୀ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles