କଠୋର ହେଉଛି ଜିଲ୍ଲା ପ୍ରଶାସନ ।ଜାରି କଲା ନୁଆ ନିୟମ ।
କୋରାପୁଟ : ମହାମାରୀ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପୁଣି ଜାରି କରିଛି ନୁଆ ନିୟମ । କରୋନା (କୋଭିଡ୍-୧୯)ର କୌଣସି ପ୍ରତିଷେଧକ ବା ଔଷଧ ନଥିବା ହେତୁ...
ବିଜେପି @୪୦….
ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସ। କୋଟି କୋଟି କର୍ମକର୍ତ୍ତାଙ୍କୁ ଜଣାଇଲେ ଧନ୍ୟବାଦ।
ନୂଆଦିଲ୍ଲୀ : ଆଜି ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ । ୬ଏପ୍ରିଲ ୧୯୮୦ ମସିହାରେ ବିଜେପି ପ୍ରତିଷ୍ଠା...
ଦେଶରେ ୧୦୯ ଟପିଲା କରୋନା ମୃତ୍ୟୁ…
ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଆତଙ୍କ । ସବୁଠାରୁ ବଡ଼ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଏହା ୧୦୯ରେ ଏବେ ପହଁଚି ଥିବା...
ମତେ ଖାଇବାକୁ ଦିଅ …
ଭୁବନେଶ୍ୱର : ପେଟ ପାଇଁ ନାଟ। ପେଟର ଭୋକକୁ ସହିବା ଭାରି କଷ୍ଟ। ଏହି କଷ୍ଟ ମେଣ୍ଟାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗେଇ ଦିଏ ମଣିଷ। ନ ହେଲେ ବିପଦକୁ ଜାଣି...
ପୌରପରିଷଦର କର୍ମଚାରୀ ବଢାଇଲେ ସାହାଯ୍ୟର ହାତ ।
କୋରାପୁଟ : କରୋନା ମୁକାବିଲା ପାଇଁ ଦିଆଯାଇଥିବା ସରକାରଙ୍କ ଆହ୍ବାନ କୁ ସ୍ବାଗତ ଜଣାଇଛନ୍ତି ସୁନାବେଡା ପୌରପରିଷଦ କର୍ମଚାରୀ । ସେହି କାରଣରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ...
ପୁଣି ୧୬କରୋନା ଆକ୍ରାନ୍ତ ଚି଼ହ୍ନଟ
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୧୬ଜଣଙ୍କର କରୋନା ପଜେଟିବ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ...
ଭୁବନେଶ୍ୱରରେ ଆଉ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ…
ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ଆକ୍ରାନ୍ତ ୨୩ । କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ...
ପ୍ରଣବ ଦେଲେ ସଚେତନତା ବାର୍ତ୍ତା : କହିଲେ 48 ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ
ବବିଙ୍କୁ ଓଡିଶାଚିନ୍ତା
କହିଲେ 48ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ
ଘରେ ରହିବାକୁ ଦେଲେ ପରାମର୍ଶ
ସଟ ଡାଉନକୁ ସମର୍ଥନ ପାଇଁ ନିବେଦନ
ଯାଜପୁର : ରାଜ୍ୟକୁ ଏବେ ଟେନସନ ଦେଇଛି କରୋନା l ବର୍ତମାନ 21 ଜଣ କରୋନା...
କାହାକୁ କ’ଣ ଦେଲେ ପ୍ରେସ୍ ବିଜ୍ଞପ୍ତି ଜାରି କଲା ଜିଲ୍ଲା ପ୍ରଶାସନ ।
କୋରାପୁଟ : କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।ରାଜ୍ୟର ସମସ୍ତ ଜିଲ୍ଲା ଓ ଗ୍ରାମପଞ୍ଚାୟତ ମାନଙ୍କରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ ନିର୍ମାଣ କରିବା...
କଳାହାଣ୍ଡିରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଏବେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କ କଳାହାଣ୍ଡିର ।ତାଙ୍କୁ ୨୯ ବର୍ଷ ବୟସ ।ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ସେ ପୂର୍ବରୁ...