ରାଜ୍ୟରେ କରୋନା @୧୦୦

- Advertisement -

ଭୁବନେଶ୍ୱର: ରାଜ୍ୟରେ ୧୦୦ ଛୁଇଁଲା କାରୋନା ଆକ୍ରାନ୍ତ ସଂଖ୍ୟା।ବର୍ତ୍ତମାନ ଓଡ଼ିଶାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୮ ଛୁଇଁଲା କରୋନା ସଂଖ୍ୟା।ଆକ୍ରନ୍ତ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଁଚିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles