1. ଭୁବନେଶ୍ୱର: ରାଜ୍ୟରେ 103 ଛୁଇଁଲା କାରୋନା ଆକ୍ରାନ୍ତ ସଂଖ୍ୟା।ବର୍ତ୍ତମାନ ଓଡ଼ିଶାରେ ଆଉ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼  ଜିଲ୍ଲାର । ଗତକାଲି ଜଣେ ସୁନ୍ଦରଗଡ଼ର ସୁସ୍ଥ ହୋଇଥିଲେ l