କରୋନାରେ ଆକ୍ରାନ୍ତ ହେଲେ ଦୁଇ ଶିଶୁ କନ୍ୟା

- Advertisement -

ଭୁବନେଶ୍ୱର : ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଝରପଡାର ଦୁଇଜଣ ଶିଶୁ କନ୍ୟା ଓ ଅନ୍ୟ ଜଣେ ୩୫ ବର୍ଷ ବୋଲି ଏବେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦୁଇ ଜଣଙ୍କର ବୟସ ୫ ଓ ୯ ବର୍ଷ। ଉଭୟ ୪୨ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ।ରାଜ୍ୟରେ ପ୍ରଥମ ଥର ପାଇଁ ଶିଶୁଙ୍କଠାରେ କରୋନା ଦେଖାଦେଇଛ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୮ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles