10 କୋରୋନା ଆକ୍ରାନ୍ତ ସୁସ୍ଥ…

- Advertisement -

ଭୁବନେଶ୍ୱର : ପୁଣି ଆସିଲା ଏକ ଖୁସି ଖବର । ପୁଣି 10 କୋରୋନା ଆକ୍ରାନ୍ତ ଭଲ ହୋଇଛନ୍ତି । ଏହାସହ ମୋଟ 12 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର 5 ଜଣ, 2 ଜଣ ଭଦ୍ରକର ହୋଇଥିବା ବେଳେ ଯାଜପୁର ଏବଂ ପୁରୀର ଜଣେ ଲେଖାଏଁ ବ୍ୟକ୍ତି କୋରୋନାରୁ ମୁକ୍ତି ପାଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles