ଓଡ଼ିଶାରେ 377 ଜଣ କରୋନା ସଂକ୍ରମିତ….

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 377 ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ବିଦେଶ ଫେରନ୍ତା 7 ଜଣ ସଂକ୍ରମିତ ହୋଇଛନ୍ତି l ସେହିପରି ନିଜାମଉଦିନ ଲିଙ୍କରେ 41 ଜଣ ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଫେରନ୍ତା ଲିଙ୍କରେ 128 ଜଣ ସଂକ୍ରମିତ ହୋଇଛନ୍ତି l ଆଉ ଏବେ ସୁରଟ ଫେରନ୍ତା 174 ସଂକ୍ରମିତ ହୋଇଥିବାବେଳେ କେରଳ ଫେରନ୍ତା ଜଣେ
ତାମିଲନାଡୁ ଫେରନ୍ତା 2 ଜଣ, କର୍ଣ୍ଣାଟକ ଫେରନ୍ତା 5 ଜଣ, ମହାରାଷ୍ଟ୍ର ଫେରନ୍ତା ଜଣେ ସଂକ୍ରମିତ ହୋଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles