ଅନୁଗୁଳରେ ଲାଗୁହେଲା ରେଡ଼ ଜୋନ୍ କଟକଣା

- Advertisement -

ଅନୁଗୁଳ :ଆଜି ଅନୁଗୁଳରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ଜଣଙ୍କର ସୁରତ ଲିଙ୍କ ରହିଛି । ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ସ୍ଥାନୀୟ ସ୍ଥାନୀୟ ଅଂଚଳର ବ୍ୟକ୍ତି ବୋଲି ଜଣାପଡିଛି । ଏହାପରେ ସାରା ଜିଲ୍ଲାକୁ ରେଡ଼ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହାପରେ ରେଡ଼ ଜୋନ୍ର ସମସ୍ତ କଟକଣା ଏବେ ଲାଗୁହୋଇଛି। ଯେମିତିକି ହାଟ ,ବଜାର ଓ ଦୋଳନ ସବୁଠି ଲକ୍ ଡାଉନକୁ କଡାକଡି ପାଳନ ପାଇଁ ଜିଲ୍ଲାପାଳ ମନୋଜ ନିର୍ଦେଶ ଦେଇଛନ୍ତି ।ଏହାସହ ନିୟମ ଖିଲାପିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।ଯାହାର କାମ ନାହିଁ ଘରୁ ନ ବାହାରିବାକୁ କୁହାଯାଇଛି । ଏବଂ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles