ଭୁବନେଶ୍ୱର : ଗଞ୍ଜାମରୁ ତୃତୀୟ କୋରନା ସଂକ୍ରମିତ ଚିହ୍ନଟ l ଏହାକୁ ଲଗାଇ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା 170ରେ  ପହଞ୍ଚିଛି l ବର୍ତମାନ ସୁଦ୍ଧା 44ହଜାର 663 ନମୁନା ଟେଷ୍ଟ କରାଯାଇଛି l  ସର୍ବାଧିକ 3535ନମୁନା ଟେଷ୍ଟ କରାଯାଇଛି l