କ୍ରିକେଟ ଖେଳି କରୋନାରେ ଆକ୍ରାନ୍ତ ହେଲେ କଳାହାଣ୍ଡି ଯୁବକ

- Advertisement -

କଳାହାଣ୍ଡିରେ ୨ ଛୁଇଁଲା ଆକ୍ରାନ୍ତ ସଂଖ୍ୟା
କ୍ରିକେଟ ଖେଳି ହେଲେ ଆକ୍ରାନ୍ତ
ଜିଲ୍ଲା ପ୍ରଶାସନ ଦେଲା ସୂଚନା
କଳାହାଣ୍ଡି: ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଜଣେ କଳାହାଣ୍ଡିର ଏବେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।ସେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ ଖେଳିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାରେ ଦୁଇ ଛୁଇଁଲା ପୋଜିଟିଭ ସଂଖ୍ୟା। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିଲା। ଏବେ ଅଧିକ ଚିକିତ୍ସା ପାଇଁ ଅଶ୍ୱିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୮ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles