ରାଜ୍ୟରେ ଆଉ 4ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୪୮ ଛୁଇଁଲା

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଗୁରୁବାର ରାତିରେ ଆଉ ଚାରି ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ସେମାନେ କେଉଁ ଅଞ୍ଚଳର ସେ ନେଇ କୈଣସି ତଥ୍ୟ ଦିଆଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଏହି ଚାରି ଜଣଙ୍କୁ ମିଶାଇ ଗୋଟିଏ ଦିନରେ ୬ଜଣଙ୍କର କରୋନା ପୋଜିଟିଭ ଚିହ୍ନଟ ହୋଇଛି।ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles