ରାଜ୍ୟର ଆଉ ୨ ଜଣ କରୋନା ଚି଼ହ୍ନଟ : ମୋଟ 110

- Advertisement -

ଭୁବନେଶ୍ୱର : ରାଜ୍ୟରେ ବଢୁଛି କୋରନା ସଂକ୍ରମିତଙ୍କ ସଂଖ୍ୟା l ୨ ଜଣ ରୋଗୀ କରୋନା ରୋଗୀ ଚି଼ହ୍ନଟ l  ଏହି ୨ ଜଣ ଭିତରୁ ଜଣେ ବାଲେଶ୍ୱର ଓ ଜଣେ କୋରାପୁଟ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି l ରାଜ୍ୟରେ ମୋଟ 110 ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା l ସବୁଠାରୁ ବଡ କଥା ହେଲା ସଂକ୍ରମିତ ଜିଲ୍ଲାରେ ଯୋଡିହେଲା କୋରାପୁଟ ଜିଲ୍ଲା l  ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles