ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ

- Advertisement -

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ମୁଖ୍ୟତଃ ଉପକୂଳ ଓଡିଶାରେ ଏହି ସଂଖ୍ୟା କ୍ରମାଗତ ଭାବରେ ବଢୁ ଥିବାର ଦେଖୁବକୁ ମିଳୁଛି। ମୋଟ ୧୦ଟି ଜିଲ୍ଲାରୁ ଏଯାଏଁ ୮୨ ଜଣ ଆକ୍ରାନ୍ତଥିବା ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।ଯଦି ବର୍ତ୍ତମାନ ସମୟକୁ ଆଲୋଚନା କରିବା ରାଜ୍ୟ ପାଇଁ କାଳ ସାଜିଛି କଲିକତାରୁ ଫେରିଥିବା ଲୋକମାନେ ।କାରଣ ଗତ ୩-୪ ଦିନ ମଧ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅଧିକାଂଶ କଲିକତା ଲିଙ୍କ ଅଛି।ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୮୨ ପଜିଟିଭ୍‌ଙ୍କ ମଧ୍ୟରୁ କୋଭିଡ ୧୯ ହସ୍ପିଟାଲରେ ଚିକିତ୍ସା ପରେ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
୧-ଖୋର୍ଦ୍ଧା( ଭୁବନେଶ୍ୱର)-୪୬
୨-ଭଦ୍ରକ-୧୧
୩-ବାଲେଶ୍ୱର -୮
୪-ଯାଜପୁର -୭
୫-ସୁନ୍ଦରଗଡ -୩
୬-କୋନ୍ଦ୍ରାପଡା – ୨
୭-କଳାହାଣ୍ଡି-୨
୮-କଟକ-୧
୯-ଢେଙ୍କାନାଳ-୧
୧୦-ପୁରୀ-୧

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles