ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଦେଲା ଖୁସି ଖବର l ରାଜ୍ୟର 5ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି l ସେମାନେ ହଁ ହେଲେ ଭୁବନେଶ୍ୱର, କଳାହାଣ୍ଡି, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଅଂଚଳର l ରାଜ୍ୟରେ ମୋଟ 29ଜଣ ସୁସ୍ଥ ହେଲେଣି l ଆଜି ଦିନର ଏ ଖବର ହେଉଛି ସବୁଠାରୁ ବଡ ଖବର l