ଶ୍ରମିକ ଚିନ୍ତା : ବିଧାନସଭାରେ କାଲିଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ

- Advertisement -

ଭୁବନେଶ୍ୱର : ବିଧାନସଭାରେ କାଲି ଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ। ନିଜ ନିଜ ଅଞ୍ଚଳର ଲୋକେ ବାହାରେ ରହିଥିବା ଶ୍ରମିକ ଓ ଲୋକଙ୍କ ବାବଦରେ ତଥ୍ୟ ଦେଇପାରିବେ ବିଧାୟକ ଓ ସାଂସଦ। ସେମାନଙ୍କ ତଥ୍ୟ ଲୋକସଭା ବାଚସ୍ପତି ଙ୍କୁ ଦେବା ସମ୍ପୃକ୍ତ ରାଜ୍ୟର ବାଚସ୍ପତି ଙ୍କୁ ମଧ୍ୟ ତଥ୍ୟ ଦିଆଯିବ। ସେମାନେ ଆବଶ୍ୟକ ପଦକ୍ଷେପ ନେବେ। ଲୋକସଭା ବାଚସ୍ପତିଙ୍କ ସହ video conferncing ଆଲୋଚନା କରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ସୂଚନା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles