ବିଧାନସଭା ପାଇଁ କଟକଣା ଜାରୀ କଲେ ବାଚସ୍ପତି…

- Advertisement -

ଭୁବନେଶ୍ୱର : ମଦ ଖାଇ ବିଧାନସଭା ଆସିଲେ ଚାକିରୀ ଯିବା ବୋଲି ଵାଚସ୍ପତି କହିଛନ୍ତି । ଏହାସହ ବିଧାନସଭାରେ ପାନ , ସିଗାରେଟ ଖାଇବା ବି ମନା। ଛେପ ପକାଇବା କୁ ବି ବାରଣ କରାଯାଇଛି । ଯଦି କୌଣସି କର୍ମଚାରୀ ମଦ ପିଇ ଆସିବେ ତେବେ ସେମାନଙ୍କ ଚାକିରି ଯିବ। ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles