ଯାଜପୁରରେ ୫ ଜଣ କରୋନା ଆକ୍ରାନ୍ତ : ଚିନ୍ତା ବଢିଲା ପ୍ରଶାସନର

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ପୁଣି ଆଉ 6 କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଯାଜପୁର ଅଂଚଳର ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି । ସେମାନଙ୍କ ମଧ୍ୟରୁ 3ଟି ଯାଜପୁର ବ୍ଲକ, କୋରେଇ 1ଟି, ଦଶରଥପୁର ଅଂଚଳରେ ଜଣେ କରୋନା ପଜେଟିଭ ବୋଲି ଜିଲ୍ଲାପାଳ କହିଛନ୍ତି l ଲକ ଡାଉନ ଯାଜପୁରରେ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles