ଆଜି 13ଜଣ କରୋନା ଚି଼ହ୍ନଟ : କୋଲକତା ଫେରନ୍ତା ଦେଉଛନ୍ତି ଟେନସନ..

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପଡୋଶୀ ରାଜ୍ୟ କୋଲକତାରୁ ଫେରୁଥିବା ଲୋକମାନେ ନିଜ ଆଡୁ ଜଣାଇବା ପାଇଁ ସରକାର ନିବେଦନ କରିଛନ୍ତି l ଆଜି ଗୋଟିଏ ଦିନରେ ଯେଉଁ 13ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅଧିକାଂଶ
ପ୍ରାୟ କୋଲକତା ଫେରନ୍ତା l ଯାଜପୁର ଜିଲାରୁ ଓ ଭଦ୍ରକ ଜିଲାର ରୋଗୀଙ୍କ ଗ୍ରସ୍ତରୁ ଜଣା ପଡିଛି l ବର୍ତମାନ ରାଜ୍ୟରେ ମୋଟ 74 କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାପାଳ କୋଲକତା ଫେରନ୍ତାମାନେ ନିଜ ଆଡୁ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles