ଥଣ୍ଡା, କାଶ, ଛିଙ୍କ ହେଲେ ସରକାରୀ କର୍ମଚାରୀ ନେଇପାରିବେ 14ଦିନ ଛୁଟି.

- Advertisement -

ଭୁବନେଶ୍ୱର : ରାଜ୍ୟ ସରକାର ପୁଣି ନେଲେ ବଡ ସତର୍କ ପଦକ୍ଷେପ l କରୋନା ପାଇଁ ଏପରି ପଦକ୍ଷେପ ନେଇଛନ୍ତି l  ଲୋକସେବା ଭବନକୁ ସାଧାରଣ ଲୋକଙ୍କୁ ମନା।ଏହାସହ Visitor pass ଇସ୍ୟୁ ନକରିବା ପାଇଁ କୁହାଯାଇଛି।ଲୋକସେବା ଭବନର କର୍ମଚାରୀ ଙ୍କ ପାଇଁ କରୋନା କଟକଣା କରାଯାଇଛି । ଯେଉଁ ଅଧିକାରୀ ମାନ ଜର,ଥଣ୍ଡା,କାଶ ହେଲେ ମିଳିବ 14 ଦିନ ଛୁଟି ଦିଆଯିବ । ସେମାନେ ହୋମ୍ ଆଇସୋଲେସନ ରେ ରହିବା କୁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ସୂଚନା ସାଧା ରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles