ବିଜୁ ଜୟନ୍ତୀରେ ପ୍ରଣବଙ୍କୁ ନବୀନଙ୍କ ବଡ ଉପହାର..

- Advertisement -

ଭୁବନେଶ୍ୱର : କଥାରେ ଅଛି ପରିଶ୍ରମର ଫଳ କେବେ ବି ବେକାର ଯିବ ନାହିଁ l 20ବର୍ଷରେ ପାଦ ଥାପିଛି ବିଜେଡି ସରକାର l ବିଜେଡି ସଫଳତାର ମୁଖ୍ୟ ପୁରୋଦ୍ଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୨୦୦୦ ମସିହାରୁ ବିଜେଡି ରାଜ୍ୟରେ ଶାସନ କରିଆସୁଛି l ୨୦୧୪,୨୦୧୪ ଓ ବିଜେପୁର ଉପନିର୍ବାଚନ, ପାଟକୁରା ଉପନିର୍ବାଚନରେ ନବୀନଙ୍କୁ ଯେଉଁ ସଫଳତା ମିଳିଛି ଏହାର ଶ୍ରେୟ ନବୀନ ପଟ୍ଟନାୟକ ସହ ଦଳର ସାଧାରଣ ସମ୍ପାଦକ ସଂଗଠନ ପ୍ରଣବ ପ୍ରକାଶ(ବବି ଦାସ)ଙ୍କ ପାଇଁ l ଏକଥା ଓଡ଼ିଶାବାସୀ ଓ ରାଜନୈତିକ ସମିକ୍ଷକ ମାନେ କହୁଥୁଲେ l ଆଉ ଏବେ ଏହାକୁ ଯାହାଙ୍କ ନାଁରେ ବିଜେଡି ଗଠନ କରାଯାଇଛି ତାଙ୍କ ଜନ୍ମଦିନରେ ତାଙ୍କ ପୁଅ ତଥା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି l ପ୍ରବଣ ପ୍ରକାଶ ଦାସ (ବବି) ଦଳପତି କଠିନ ପ୍ରରିଶ୍ରମ ପାଇଁ ନବୀନ ତାଙ୍କୁ ବିଜୁଙ୍କ ଜନ୍ମଦିନରେ ବଡ ଉପହାର ଦେଇଛନ୍ତି l ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୪-୨୦୧୯ ଓ ବିଜେପୁର ଉପନିର୍ବାଚନରେ ପ୍ରଣବଙ୍କ ଦଳ ପାଇଁ କଠିନ ପରିଶ୍ରମ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏହି ବାଣୀ ପ୍ରଣବଙ୍କୁ କେତେ ଖୁସି କରିଥିବ ତାହା ତାଙ୍କୁ ଜଣା l ହେଲେ ବିଜୁ ଜୟନ୍ତୀରେ ନବୀନ ବାର୍ତ୍ତା ଦେଲେ ଯେ ଯିଏ ଦଳ ପାଇଁ ପରିଶ୍ରମ କରିବ ଓ ଆନୁଗତ୍ୟ ରଖିବ ଦଳ ତାକୁ ସେହି ସଂମ୍ମାନ ଦେବେ l ଖାସ ସେଥିପାଇଁ ନବୀନ ବିଜୁ ଜୟନ୍ତୀରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସଂଗଠନନିକ ସମ୍ପାଦକ ଘୋଷଣା କରିଛନ୍ତି l

କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣନ୍ତି ପ୍ରଣବଙ୍କ ଦକ୍ଷତା l ଯେତେବେଳେ ଯେଉଁ କାମ ବବିଙ୍କୁ ନବୀନ ଦିଅନ୍ତି ବବି ତାକୁ ସଫଳତା ସହ କରିଦିଅନ୍ତି l ସେ ନିର୍ବାଚନ ଦାୟିତ୍ୱ ହେଉ ଅବା ସାଙ୍ଗଠନିକ ଦାୟିତ୍ୱ ସବୁକୁ ସଠିକ ଭାବେ ସେ ତୁଲାନ୍ତି l ଯେଉଁଠି ପାଇଁ ସେ ନବୀନଙ୍କ ପ୍ରିୟପାତ୍ର l ଦଳ ପାଇଁ ପ୍ରଣବ ଘରକୁ ବି ଭୁଲିଯାଇଛନ୍ତି ଯାହାର ପୁରସ୍କାର ତାଙ୍କୁ ଆଜି ନବୀନ ଦେଇଛନ୍ତି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles