ଭୁବନେଶ୍ୱର ବ୍ୟାଙ୍କଙ୍କକୁ ଉଡାଣ ବନ୍ଦ….

- Advertisement -

ଭୁବନେଶ୍ୱର : ଏଣିକି ଭୁବନେଶ୍ୱରରୁ ବ୍ୟାଙ୍କଙ୍କ ସିଧାସଳଖ ଯାତ୍ରା କରିହେବନାହିଁ l ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଭୁବନେଶ୍ୱରରୁ ବ୍ୟାଙ୍କକୁ ସିଧାସଳଖ ଉଡାଣ ସେବାକୁ ବନ୍ଦ କରାଯାଇଛି । ଉଡ଼ାଣ ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି ଲେଖିଛନ୍ତି । ଏୟାର ଏସିଆ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ l
ପୂର୍ଵରୁ 8ମାସ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles