ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସାଜିଲେ ଅନ୍ୟ ପାଇଁ…

- Advertisement -

ଭୁବନେଶ୍ୱର : ଜନ୍ମଦିନକୁ ଧୁମଧାମରେ ପାଳନ କରିବା ପାଇଁ କିଏ କେତେ ଆୟୋଜନ କରୁଛି l କିଏ ବଡ ବଡ ହୋଟେଲରେ ସାଙ୍ଗ ସାଥି ଗଣରେ ସମୟ କାଟୁଛି ତ ଆଉ କିଏ ଘରେ l ହେଲେ ସାମ୍ବାଦିକ ଅମ୍ବୁଜ ବିଶୋଇ ନିଜ ଜନ୍ମଦିନରେ ରକ୍ତଦାନ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି l 33 ତମ ଜନ୍ମଦିନ ଅବସରରେ 33 ଥର ପାଇଁ ରକ୍ତଦାନ କରିଛନ୍ତି ସେ l ଯାହା ଅନ୍ୟ ପାଇଁ ଏକ ଉଦାହରଣ l ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ଟିକେ ସମୟ କାଢି ସୁଦୂର ନବରଙ୍ଗପୁର ତେନ୍ତୁଳିଖୁଣ୍ଟିର 70 ବର୍ଷୀୟ ଜନୈକ ଆଦିବାସୀ ମହିଳାଙ୍କ ଅପେରସନ ନିମନ୍ତେ ରାଜଧାନୀର ଆମ୍ରି ହସ୍ପିଟାଲରେ ଓ ନେଗେଟିଭ ରକ୍ତଦାନ କରି ସେ ବେଶ ଆନନ୍ଦିତ ବୋଲି କହିଛନ୍ତି l ଏହା ସହ ସମସ୍ତଙ୍କୁ ରକ୍ତ ଦାନ କରିବାକୁ ନିବେଦନ କରିଛନ୍ତି l କାରଣ ରକ୍ତଦାନ କେଲେ କିଏ ଜଣେ ଜୀବନ ଦାନ ପାଏ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles