ଯାଜପୁର : ଯାଜପୁରରେ 2ୟ କୋରୋନା ପଜିଟିଭ ଚିହ୍ନଟ, ଜାଫରପୁର ପଂଚାୟତ ର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ଙ୍କ ସୂଚନା, ସାନ ତ୍ରିଲୋଚନ ପୁର ଏବଂ ସଇପୁର 3 ଗାଁକୁ 7 ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲେ ଜିଲାପାଳ।