ନୂଆ ବର୍ଷରେ 2009 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ..

- Advertisement -

କିଶୋର ନଗର : କିଶୋର ନଗର ହାଇସ୍କୁଲର ୨୦୦୯ ମ୍ୟାଟ୍ରିକ ବ୍ୟାଚର ଗତକାଲି ବନ୍ଧୁ ମିଳନ ହୋଇଛି। ସ୍ଥାନୀୟ ପାଣ୍ଡୁରୀ ପଥରର ବିଜୁ ସ୍ମୃତି ପୀଠଠାରେ ଅନୁଷ୍ଠିତ ହୋଇଛି। ୪୫ଜଣ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ ।
ବନ୍ଧୁ ମିଳନରେ ଅତୀତ ସ୍କୁଲ ଦିନ ଅନୁଭୂତିକୁ ସାଉଁଟି ଥିଲେ ସମସ୍ତେ । ନିଜର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଏହି ବନ୍ଧୁ ମିଳନ ମାନସିକ ସ୍ତରରେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି ଅନେକ ମତବ୍ୟକ୍ତ କରିଥିଲେ । ଦୀର୍ଘ ୧୦ ବର୍ଷ ପରେ ସମସ୍ତେ ପୁଣି ଏକାଠି ହୋଇ ଥିବାରୁ ସମସ୍ତେ ବେଶ ଖୁସି ଥିବା ଆୟୋଜକ ଅମିତ ବିଶାଳ ଓ ପିଣ୍ଟୁ ସାହୁ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles