ଚିତ୍ର ମାଧ୍ୟମରେ କରୋନା ସଚେତନତା…..

- Advertisement -

ଦେବଗଡ଼ : ଲକଡାଉନ ଅବଧି ମଧ୍ୟରେ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ତାଙ୍କ ସମୟର ସଦୁପଯୋଗ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଆରମ୍ଭ ହୋଇଛି MoPratibha ଅଭିଯାନ। ଛୋଟ ପିଲାଙ୍କ ଦ୍ୱାରା ଅଙ୍କା ଯାଇ ପଠାଉଥିବା ଏହି ସବୁ ଚିତ୍ର ପ୍ରତ୍ୟେକ ସପ୍ତାହରେ odisha Sports Twitter ରେ ସପ୍ତାହ ର ଶ୍ରେଷ୍ଠ ଚିତ୍ର ରେ ସ୍ଥାନ ପାଉଛି । ଏହି ସପ୍ତାହ ରେ ଦେବଗଡ଼ ଚିନ୍ମୟ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ଛାତ୍ର ହିତେଶ କୁମାର ପଣ୍ଡା ଙ୍କ କରୋନା ଉପରେ ଆଙ୍କି ଥିବା ଚିତ୍ର ସ୍ଥାନ ପାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles