ରାଜ୍ୟରେ ଆଉ ନୂଆ ୧୪ କରୋନା ଆକ୍ରାନ୍ତ ଚିହ୍ନଟ@ ୩୯୧

- Advertisement -

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୪ ନୂଆ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଗଂଜାମରୁ ୧୨( ଜିଲ୍ଲାରେ ୧୩୭ ) , କେନ୍ଦ୍ରାପଡା ୧ ( ଜିଲ୍ଲାରେ ୯ ), ସୁନ୍ଦରଗଡରେ ୧ ( ଜିଲ୍ଲାରେ ୧୪ )ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମୋଟ ୩୯୧।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି। ବର୍ତ୍ତମାନ ଶୁଦ୍ଧା ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।ଏବଂ ୩ଜଣ ମୃତ୍ୟୁବରଣ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles