ଉତ୍ତର ଦିଗକୁ ଗତି କରୁଛି ବାତ୍ୟା : SRC

- Advertisement -

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପାରାଦ୍ୱୀପ ଠାରୁ 780 କିମି ଦୂରରେ ରହିଛି। ଉତ୍ତର ଦିଗକୁ ଗତି କରୁଛି। ଗତ 6 ଘଣ୍ଟାରେ 13 କିମି ବେଗରେ ଆସୁଛି। ଆଜି ସଂଧାକୁ ମହାବାତ୍ୟା ରୂପ ନେବ। ସମୁଦ୍ର ଭିତରେ ପବନର ବେଗ 230 କିମି ଘଣ୍ଟକ ପ୍ରତି ରହିବ। ଆସନ୍ତାକାଲି ସକାଳ ଯାଏ ରହିବ। ଅତି ଭୟଙ୍କର ରୁପ ନେଇ ଉପକୂଳ ଛୁଇଁବ। ପଶ୍ଚିମବଙ୍ଗ ଦୀଘା ରୁ ବାଙ୍ଗଳାଦେଶ ହଟିଆ ଭିତରେ ସ୍ଥଳଭାଗ ଛୁଇଁବ। ଆଜିଠୁ ଓଡ଼ିଶାରେ ମାଧ୍ୟମ ଧରଣର ବର୍ଷ ହେବ। କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ ବର୍ଷା ହେବ। ଆସନ୍ତାକାଲି ବିଭିନ୍ନ ସ୍ଥାନରେ ବର୍ଷା ହେବ। କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବାଲେଶ୍ଵର, କଟକ, ପୁରୀରେ ବର୍ଷ ହେବ। ପବନର ବେଗ ଆଜିଠୁ 40ରୁ 50 କିମି ରହିପାରେ। 19 ତାରିଖ ସକାଳ ପରଠୁ 75ରୁ 85 କିମି ପର୍ଯ୍ୟନ୍ତ ହେବ। ଉପକୂଳ 20 ସକାଳୁ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ ରେ ପବନର ବେଗ ବଢିବ। ଉପକୂଳ ଅଂଚଳ ପାରାଦ୍ୱୀପ, ଧାମରା, ଭିତରକନିକ, ଭୋଗରାଇ ଅଂଚଳରେ 110 କିମି ବେଗରେ ପବନ ହେବ। ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଚ୍ଚା ଘର, ଟାଇଲ ଚାପର ଘରକୁ ନିରାପଦ ସ୍ଥାନକୁ ନିଆଯିବ। ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଆଜି ଅପରାହ୍ନ ପରଠୁ ସ୍ଥାନାନ୍ତର ନ କରାଯିବ। ଆସନ୍ତାକାଲି ଅଧିକ ଫୋକସ ଦିଆଯିବ। କ୍ବାରେ8ନ ସେଣ୍ଟର ଯେଉଁଠାରେ ନେଗେଟିଭ ରିପୋର୍ଟ ଆସିଛି ପକ୍କା ଘର ଥିଲେ ଯାଇପାରିବେ ଘରକୁ। ଜଗତସିଂହପୁର ଜିଲ୍ଲାରେ ପଠା ଯାଇଛି। ସମୁଦ୍ର ଅଶାନ୍ତ ରହିଛି। ମୋଟର ବୋଟ ବାନ୍ଧି ରଖିବାକୁ କୁହାଯାଇଛି। ସମସ୍ତ ଡଙ୍ଗା ମାଲିକଙ୍କୁ ଅପିଲ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଡ଼ଙ୍ଗାମଝିରେ ରବର ଦେଇ ରଖିବାକୁ କୁହାଯାଇଛି। 10 need, 15 ideas ଯାଇଛି। ଆଜି ଆଉ 2 ଓଡ୍ରାଫ ଟିମ ପଠାଯାଇଛି। ବାଲେଶ୍ଵର ଓ ଭଦ୍ରକ କୁ ଦୁଇଟି ଟିମ ପଠାଯାଇଛି। ପକଲିସ ଡିଜିପି ବାଲେଶ୍ଵର ଯାଇ ସ୍ଥିତି ଅନୁ ଧ୍ୟାନ କରିଚିନ୍ତି। ଫାୟାର ସର୍ଭିସର ଅତିରିକ୍ତ ଟିମ ରଖାଯାଇଛି। ପ୍ରତି ଟିମ୍ରେ 8 ଜଣ ରହିଛନ୍ତି। ଯଥେଷ୍ଟ ସଂଖ୍ୟକ ଟିମ ନିୟୋଜିତ କରାଯିବ। OFDC ର 15 ଟିମ ନିୟୋଜିତ ହେବେ। PWD, RD, ଜଳସମ୍ପଦ ବିଭାଗ ଇଞ୍ଜିନିୟର ପ୍ରତି ଜିଲ୍ଲାରେ ପ୍ରସ୍ତୁତ ରହିବେ। ସମସ୍ତ ଙ୍କୁ ନିରାପଦ ସ୍ଥାନରେ ରହିବାକୁ ଅପିଲ କରିଛନ୍ତି ସରକାର। ଏହା ସହ ବାତ୍ୟା ପାଇଁ src କେତେକ ପରାମର୍ଶ ଦେଇଛନ୍ତି l ବାତ୍ୟା ନସାରିବା ଯାଏ ଘରୁ ନବାହାରିବାକୁ କୁହାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles