UGC ଗାଇଡ ଲାଇନର ବିଭାଗ ତର୍ଜମା କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ..

- Advertisement -

ଭୁବନେଶ୍ୱର : UGC ଗାଇଡ ଲାଇନ ଜାରି କରିଛନ୍ତି। ଆମ ବିଭାଗ ତର୍ଜମା କରିବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ ଆମେ ତାକୁ ଗ୍ରହଣ କରିବୁ। ସେଥିଲାଗି ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଲକ୍ ଡାଉନ୍ ପିରିୟଡ଼ କୁ ସୁଯୋଗ ଭାବେ ଗ୍ରହଣ କରନ୍ତୁ, ପାଠ ପଢାରେ ମନାନିବେଶ୍ କରନ୍ତୁ, ଜୁନ୍ ୧୭ ରେ ଶିକ୍ଷାନଷ୍ଠାନଗୁଡ଼ିକୁ ଖୋଲିବା ପରେ ଯେ କୌଣସି ମୁହୂର୍ତ୍ତରେ ପରୀକ୍ଷା ହେବ, ଏଥିପାଇଁ ପ୍ରସ୍ତୁତ ରହିବାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ରଛତ୍ରୀମାନଙ୍କୁ ଅନୁରୋଧ କଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles