ଯାଜପୁରରେ କାୟା ବିସ୍ତାର କଲାଣି କରୋନା: ଗୋଟେ ଦିନରେ ୧୭ ଚିହ୍ନଟ

- Advertisement -

ଯାଜପୁର: ବର୍ତ୍ତମାନ ଓଡ଼ିଶାରେ ଆଉ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ।ସମସ୍ତେ କାଟିକଟା ଅଂଚଳର lଆଜି ଗୋଟେ ଦିନରେ ଯାଜପୁରରୁ ୧୭ ଜଣ ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତ । ଏନେଇ ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୩୬ଛୁଇଁଲା କରୋନା ସଂଖ୍ୟା। ଆଜି ସକାଳେ ମଧ୍ୟ ସେଠାରେ ୩ଟି ପଜିଟିଭ ମିଳିଥିଲା। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ରେ ପହଁଚିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles