ଭୁବନେଶ୍ୱର : ସୁପରିଚିତ ସାହିତ୍ୟିକ,ମଜଦୁର ନେତା ତଥା ବରିଷ୍ଠ ବାମପନ୍ଥୀ ନେତା ସୌରୀବନ୍ଧୁ କର ଆଉ ନାହାନ୍ତି l ତାଙ୍କର ଦେହାନ୍ତ ଓଡିଶା ପାଇଁ ବଡକ୍ଷତି ବୋଲି ଅନେକ ବରିଷ୍ଠ ରାଜନେତା ଓ ସମାଜସେବୀ କହିଛନ୍ତି l