ଓଡ଼ିଶାରେ କରୋନା ହେଉଛି ବାଏ ବାଏ : ପୁଣି ସୁସ୍ଥ ହେଲେ 5ଜଣ ଆକ୍ରାନ୍ତ

- Advertisement -

ଭୁବନେଶ୍ୱର : ପୁଣି ସ୍ୱାସ୍ଥ୍ୟ ବିଭାଗ ଦେଲା ବଡ ଖବର l ସୁସ୍ଥ ହେଲେ ଓଡ଼ିଶାର ଆଉ 5 ଜଣ କୋରନା ସଂକ୍ରମିତ l ଏ ପର୍ଯ୍ୟନ୍ତ 18 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ମର୍ତ୍ୟୁ ବରଣ କରିଛନ୍ତି l ତେଣୁ ସର୍ବମୋଟ 55 ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 36 ଟି ଆକ୍ଟିଭ କେସ ରହିଲା ଆମ ରାଜ୍ୟରେ l ଓଡ଼ିଆ ନବ ବର୍ଷରେ ଏହି ଖବର ରାଜ୍ୟବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles