ଭୁବନେଶ୍ବର : ଆଜି ଭଦ୍ରକ ଗସ୍ତରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ନୂଆ ମଟର ଯାନ ଆଇନ ଉଲଂଘନ କରିଥିବା ଅଭିଯୋଗରେ ସୋସିଆଲ ମିଡ଼ିଆରେ ସମାଲୋଚନା ହୋଇଛନ୍ତି। ଶୋଭାଯାତ୍ରାରେ ବାଇକ ଚାଳକ ଓ ଆଗରେ ଭଦ୍ରକ ସାଂସଦ ସିଟ ବେଲ୍ଟ ପିନ୍ଧିନଥିବାରୁ ଆଇନ ମନ୍ତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା ହେବାକୁ ପଡିଛି।