ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିନ୍ଧିଲେ ସିଟ ବେଲ୍ଟ । ଲୋକସେବା ଭବନରୁ ଏପରି ଫଟୋ ଆସିବା ପରେ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।