ସନତ ଗଡ଼ତିଆ ଭରିଲେ ନାମାଙ୍କନ…

- Advertisement -

ଭୁବନେଶ୍ୱର : ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନାମାଙ୍କନ ଭରିଛନ୍ତି l ଶେଷରେ ସେ ନାମାଙ୍କନ ଭରିବା ପାଇଁ ଆସିଥିଲେ l ଦ୍ବିତୀୟ ଥର ପାଇଁ ସେ ବିଜେପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି.l 2019ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସେ ପରାଜିତ ହୋଇଥିଲେ l 53 ହଜାର ଭୋଟ ପାଇଥିଲେ ସନତ ଗଡ଼ତିଆ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles