ନିଜେ ଚୁଟି କଟିଲେ ସଚିନ…..

- Advertisement -

ମୁମ୍ବାଇ : ଲକ୍ ଡାଉନ ପାଇଁ ଏବେ ଲୋକମାନେ ଘରେ ଲକ୍ ହୋଇ ରହିଛନ୍ତି। ସବୁ ଦୋକାନ ବଜାର ମଧ୍ୟ ବନ୍ଦ।ହେଲେ ଏହି ବନ୍ଦ ଲୋକଙ୍କୁ ନିଜ କାମ ନିଜେ କରିବା ଶିଖେଇ ଦେଇଛି ।କହିଲେ ଭୁଲ ହେବନି । କାରଣ ଏହା କେବଳ ଯେ ସାଧାରଣ ଲୋକଙ୍କ ପାଇଁ ତାହା ନୁହେଁ । ସେଲିବ୍ରିଟିମାନଙ୍କର ମଧ୍ୟ ସମାନ ଅବସ୍ଥା। ଏବେ ସାମାଜିକ ଗଣମାଧ୍ୟମରେ ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ବେଶ ଭାଇରଲ ହେଉଛି । ସେଥିରେ ସେ ନିଜେ ନିଜର ଚୁଟି କାଟୁଥିବାରୁ ଦେଖିବାକୁ ମିଳିଛି ।ଏହାସହ ଏହି ପୋଷ୍ଟକୁ ଅନେକ ଲୋକ ପ୍ରସଂଶା ମଧ୍ୟ କରିଛନ୍ତି ।ଏହା ପୂର୍ବରୁ ଭାରତର ଅଧିନାୟକ ବିରାଟ କହୋଲିଙ୍କ ମଧ୍ୟ ଏମିତି ଏକ ପୋଷ୍ଟ ଆସିଥିଲା । ସେଥିରେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କ ଚୁଟି କାଟୁଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles