ବିଜେପୁର ପାଇଁ ରୋହିତ ଅସ୍ତ୍ର : ପ୍ଲୁସ ରେ ବିଜେଡି

- Advertisement -

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞକ୍ତି ପ୍ରକାଶ ପାଇଛି l ଆଉ ପ୍ରଥମ ଦିନରୁ ବିଜେଡି ତାର ଚତୁର ରାଜନୈତିକ ଗୋଟି ଚାଳନ କରିଛି l ଉପନିର୍ବାଚନରେ ଯେପରି ପଶ୍ଚିମ ଓଡ଼ିଶାର କୌଣସି ନେତା ଅସନ୍ତୋଷ ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେଇଛି ଦଳ l ଖାସ ସେଥିପାଇଁ ବିଧାୟକ ପ୍ରଣବ ବଳବନ୍ତ ରାୟ ଙ୍କୁ ହଟାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ସରକାରୀ ଦଲ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି କରିଛନ୍ତି ଯାହା ଏବେ ଓଡିଶା ରାଜନୀତି ରେ ସବୁଠାରୁ ଚର୍ଚ୍ଚା ର ବିଷୟ l ହଟାତ ପ୍ରଣବ କୁ ହଟାଇ ରୋହିତ ଙ୍କୁ ଦାୟିତ୍ୱ ଦେବା ପଛରେ ନବୀନ ଗୋଟିଏ ଗୁଳି ରେ ଦୁଇଟି ଶିକାର କରିଛନ୍ତି l
କଣ ସେଇ ଦୁଇଟି ରଣନୀତି :
1.ମନ୍ତ୍ରୀ ଆଶାୟୀ ଥିବା ରୋହିତ ପୁଣି ଥରେ ଉପମୁଖ୍ୟ ସଚେତକ ପଦ ପାଇ ଖୁସି ହେବା ସହ ଦଳ ପାଇଁ କାମ କରିବେ l
2.ଦକ୍ଷ ସଂଗଠକ ଭାବେ ପରିଚିତ ପ୍ରଣବ ବିଜେପୁର ରେ ଅଧିକ ସମୟ ଦେଇ ଦଳୀୟ ପ୍ରାଥୀ ପାଇଁ ଭୋଟ ଯୋଗାଡ଼ କରିବେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles