ପ୍ରଦୀପ ଗୁମର ଖୋଲିଲେ, ପୁଣି ସଫେଇ ଦେଲେ

- Advertisement -

ଭୁବନେଶ୍ୱର : ବିଜେଡି -ବିଜେପି ସମ୍ପର୍କ ନେଇ ବିବାଦୀୟ ବୟାନ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସଫେଇଦେଇଛନ୍ତି l ସେ କହିଛନ୍ତି ଯେ
ମୋ ବକ୍ତବ୍ୟକୁ କଦର୍ଥ କରାଯାଇଛି । ବିଜେଡି ସହ ଆମର ସଂପର୍କ ନାହିଁ l ନବୀନଙ୍କ କୁଶାସନ ବିରୋଧରେ ବିଜେପିର ଲଢ଼େଇ ଜାରି ରହିଛି ଓ ରଖିବ ମଧ୍ୟ l ନବୀନଙ୍କ ଦୁର୍ନୀତି ରୋକିବାକୁ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି ସେ କହିଛନ୍ତି l ବିଜେଡି -ବିଜେପି ସମ୍ପର୍କ ନେଇ ବୟାନ ଦେବା ପରେ ହଲଚଲ ହୋଇଥିଲା ବିଜେଡି -ବିଜେପି ଶିବିର l ତେଣୁ ବାଧ୍ୟ୍ୟ ହୋଇ ତାଙ୍କୁ ସଫେଇ ଦେବାକୁ ପଡିଲା ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles